"A new path of creativity"

ଶ୍ରୀଯୁକ୍ତ ଦୀପକ କୁମାର ଶତପଥୀ

ଶ୍ରୀମତୀ ମମତା ଦାଶ
ଶ୍ରୀଯୁକ୍ତ ଦୀପକ କୁମାର ଶତପଥୀ,
ଜନ୍ମ ତାରିଖ - ୦୫ - ୦୬ - ୧୯୫୯
ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର ସହିତ ଶିକ୍ଷା ସ୍ନାତକ,
ସା./ପୋ. - ପାନ୍ଧଡା, ମୟୂରଭଞ୍ଜ,
ପିତା - ବିଜୟ କୁମାର ଶତପଥୀ,
ମାତା - ଦମୟନ୍ତୀ ଶତପଥୀ
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ଇଂରାଜୀ ବିଦ୍ୟାଳୟ
ବିଶେଷ ରୁଚି - ଗଳ୍ପ, କବିତା ଆଦି ରଚନା କରିବା

ଶ୍ରୀମତୀ ମମତା ଦାଶ,
ଜନ୍ମ ତାରିଖ - ୧୧ - ୦୭ - ୧୯୬୩
ଶିକ୍ଷାଗତ ଯୋଗ୍ୟତା - ସ୍ନାତକୋତ୍ତର ସହିତ ଶିକ୍ଷା ସ୍ନାତକ
ସା./ପୋ. - ପାନ୍ଧଡା, ମୟୂରଭଞ୍ଜ,
ପିତା - ସତ୍ୟନାରାୟଣ ଦାଶ,
ମାତା - ମାଳତୀ ଦାଶ,
ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମଧ୍ୟ ଇଂରାଜୀ ବିଦ୍ୟାଳୟ
ବିଶେଷ ରୁଚି - ଗୀତ ଗାଇବା

ଶ୍ରୀଯୁକ୍ତ ଦୀପକ କୁମାର ଶତପଥୀ, M.A.,B.Ed.

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଛାତ୍ରବତ୍ସଳ,ଅଭିଜ୍ଞ ଓ ଗୁଣଗ୍ରାହୀ ଶାନ୍ତ ସରଳ ଉଦାର ସ୍ଵଭାବର ମଣିଷ। ଶିକ୍ଷକତା କରିବା ସହିତ ଲେଖନୀ ଚାଳନାରେ ସିଦ୍ଧହସ୍ତ,ବରିଷ୍ଠ କବି ଗାଳ୍ପିକ ଭାବରେ ବେଶ୍ ପରିଚିତ।

ତାଙ୍କର ପ୍ରକାଶିତ ପୁସ୍ତକ - ୧) ନୀରବତାର ସ୍ୱର, ଆଇନା ( କବିତା ସଂକଳନ)

ପ୍ରକାଶ ହେବାକୁ ଯାଉଛି ନିକଟରେ ଆଉ ଦୁଇଟି ପୁସ୍ତକ - କ୍ଷୁଦ୍ରଗଳ୍ପ - ଖଣ୍ଡିଉଡା, କାବ୍ୟ - ଶ୍ରୀକରା

ଶ୍ରୀ ଶତପଥୀ, ସାହିତ୍ୟ ସାଧନାରେ ଏବେ ବି ଚଳ ଚଞ୍ଚଳ, ଅବସର ପରେ ଭାଷା ସାହିତ୍ୟରେ ଅଧିକାଂଶ ସମୟ ଦେଇ ସପରିବାରରେ ଶାରୀରିକ ଓ ମାନସିକ ଭାବେ ଖୁବ୍ ଭଲ ଅଛନ୍ତି।